ଗୃହିଣୀ Gṛuhiṇī

  • ସଂ. ବି. ସ୍ତ୍ରୀ (ଗୃହ+ଇନ୍+ସ୍ତ୍ରୀ. ଈ) — ପତ୍ନୀ; ଭାର୍ଯ୍ୟା — Wife; spouse
  • ସଂ. ବି. ସ୍ତ୍ରୀ (ଗୃହ+ଇନ୍+ସ୍ତ୍ରୀ. ଈ) — ଘରଣୀ; ଗୃହକର୍ତ୍ତୀ — Mistress of the house
  • ସଂ. ବି. ସ୍ତ୍ରୀ (ଗୃହ+ଇନ୍+ସ୍ତ୍ରୀ. ଈ) — କୁଳବଧୂ — House-wife