ଗୃହୀତ Gṛuhīta

  • ସଂ ବିଣ (ଗ୍ରହ ଧାତୁ+କର୍ମ. ତ) — ଲବ୍ଧ; ପ୍ରାପ୍ତ — Attained; received
  • ସଂ ବିଣ (ଗ୍ରହ ଧାତୁ+କର୍ମ. ତ) — ସ୍ୱୀକୃତ — Acknowledged; admitted
  • ସଂ ବିଣ (ଗ୍ରହ ଧାତୁ+କର୍ମ. ତ) — ଯାହା ଗ୍ରହଣ କରା ଯାଇଅଛି — Taken; accepted
  • ସଂ ବିଣ (ଗ୍ରହ ଧାତୁ+କର୍ମ. ତ) — ଆକ୍ରାନ୍ତ — Overtaken
  • ସଂ ବିଣ (ଗ୍ରହ ଧାତୁ+କର୍ମ. ତ) — ଧୃତ — Seized
  • ସଂ ବିଣ (ଗ୍ରହ ଧାତୁ+କର୍ମ. ତ) — ଆଶ୍ରିତ — Sheltered
  • ସଂ ବିଣ (ଗ୍ରହ ଧାତୁ+କର୍ମ. ତ) — ଅଭ୍ୟସ୍ତ — Habituated; adopted
  • ସଂ ବିଣ (ଗ୍ରହ ଧାତୁ+କର୍ମ. ତ) — ଜ୍ଞାତ — Known
  • ସଂ ବିଣ (ଗ୍ରହ ଧାତୁ+କର୍ମ. ତ) — ସାକ୍ଷାତ କୃତ — Visited