ଗୁଣୋତ୍ଥ Guṇottha
- ସଂ. ବିଣ. (ଗୁଣ+ଉତ୍+ସ୍ଥା ଧାତୁ+ଅ) — ଗୁଣରୁ ଜାତ ବା ଉତ୍ପନ୍ନ — Due to Guṇa
- ସଂ. ବିଣ. (ଗୁଣ+ଉତ୍+ସ୍ଥା ଧାତୁ+ଅ) — ଗୁଣୋତ୍ଥ ଅଙ୍କୋତ୍ଥ ବିଧାନେ ଥାଆନ୍ତି ପଞ୍ଚାଶ ଲକ୍ଷଣେ—ପ୍ରାଚୀ, ପୂର୍ଣ୍ଣତମ ଚନ୍ଦ୍ରୋଦୟ।
- ସଂ. ବିଣ. (ଗୁଣ+ଉତ୍+ସ୍ଥା ଧାତୁ+ଅ) — [ଦ୍ର—ଶ୍ରୀକୃଷ୍ଣଙ୍କର ଗୁଣୋତ୍ଥ ବତିଶ ଲକ୍ଷଣ ଓ ଅଙ୍କୋତ୍ଥ ଅଷ୍ଟାଦଶ ଚିହ୍ନ ଥିଲା।]