ଗୁଣ୍ଗୁଣ୍ Guṇguṇ
- ଦେ. ଅ. (ଧ୍ୱନ୍ୟନୁକରଣ; ତୁଳ. ସଂ. ଗୁଞ୍ଜନ) — ଭ୍ରମର ଆଦିଙ୍କ ଝଙ୍କାର — Humming of bees; buzzing
- ଦେ. ଅ. (ଧ୍ୱନ୍ୟନୁକରଣ; ତୁଳ. ସଂ. ଗୁଞ୍ଜନ) — ଅସ୍ପଷ୍ଟ ବାକ୍ୟୋଚ୍ଚାରଣ ଶବ୍ଦ — Sound of whispering; inaudible talk; sound in an undertone
- ଦେ. ଅ. (ଧ୍ୱନ୍ୟନୁକରଣ; ତୁଳ. ସଂ. ଗୁଞ୍ଜନ) — ଝଙ୍କାର ଧ୍ୱନିଯୁକ୍ତ — Humming