ଗୁଣୋତ୍କର୍ଷ Guṇotkarsha

  • ସଂ. ବି ( 6 ଷ୍ଠୀ ତତ୍; ଗୁଣ+ଉତ୍କର୍ଷ) — ଗୁଣର ପ୍ରାଚୁର୍ଯ୍ୟ ବା ଆଧିକ୍ୟ — Enough of good qualities
  • ସଂ. ବି ( 6 ଷ୍ଠୀ ତତ୍; ଗୁଣ+ଉତ୍କର୍ଷ) — ସୁଗୁଣ ହେତୁ ଜାତ ଶ୍ରେଷ୍ଠତା ବା ଉତ୍ତମତା — Excellence on account of good qualities