ଗୁଣ୍ଠ Guṇṭha

  • ଦେ. ବି — ଭୂମିର ପରିମାଣବିଶେଷ; ଏକ ଏକରର ବା ଏକ ମାଣର 1/25 ଅଂଶ — ଭୂମିର ପରିମାଣବିଶେଷ; ଏକ ଏକରର ବା ଏକ ମାଣର/25ଅଂଶ— . One 25th of an acre or Māṇa
  • ଦେ. ବି — [ଦ୍ର— 16 ବିଶ୍ୱା= 1 ଗୁଣ୍ଠ, 25 ଗୁଣ୍ଠ= 1 ମାଣ।] — [ଦ୍ର—16ବିଶ୍ୱା=1ଗୁଣ୍ଠ,25ଗୁଣ୍ଠ=1ମାଣ]
  • ଦେ. ବି — (ପୁଂ. ଓ ସ୍ତ୍ରୀ,) କ୍ଷୁଦ୍ରକାୟ ମନୁଷ୍ୟ; ବାମନ — A dwarf
  • ଦେ. ବିଣ. ପୁଂ ଓ ସ୍ତ୍ରୀ — ଖର୍ବକାୟ — Dwarfish