ଗୁଣୁସି Guṇusi

  • ପ୍ରାଦେ. (ପୁରୀ) ବି, (ସଂ. ଗୁଣ=ସୂତ୍ର) — ନଡ଼ିଆ ଓ ତାଳ ପତ୍ରର ଧାରରେ ଥିବା ଲମ୍ବ, ସୂକ୍ଷ୍ମ ଓ ଟାଣୁଆ ତନ୍ତୁ — Long and tough fibre at the edge of a cocoanut leaf
  • ପ୍ରାଦେ. (ପୁରୀ) ବି, (ସଂ. ଗୁଣ=ସୂତ୍ର) — [ଦ—ଏଥିରେ ଫୁଲମାଳ ଗୁନ୍ଥା ହୁଏ।]