ଗୁଣ୍ (ଧାତୁ) Gaṇ (root)

  • ସଂ. — ସଂଖ୍ୟା କରିବା; ସୁମାରି କରିବା — To number; to enumerate
  • ସଂ. — ଗଣିବା — To count
  • ସଂ. — ମିଶାଇବା — To add up; total
  • ସଂ. — ବିବେଚନା କରିବା — To take into consideration; to consider