ଗୁଞ୍ଜା Gun̄jā
- ସଂ. ବି (ଗୁଞ୍ଜ+ଆ) — କାଇଞ୍ଚ (ଦେଖ) — Kāin̄chā (See)
- ସଂ. ବି (ଗୁଞ୍ଜ+ଆ) — ଅଞ୍ଜନାର ଗୁଞ୍ଜାମାଳିଆ ପାତୁଆ କରନ୍ତି ଜତୁ ସଂଗ୍ରହ—ରାଧାନାଥ, ପାର୍ବତୀ।
- ସଂ. ବି (ଗୁଞ୍ଜ+ଆ) — କାଇଞ୍ଚ ପରିମିତ ଓଜନ — A standard weight; 1-5/16 grains troy
- ସଂ. ବି (ଗୁଞ୍ଜ+ଆ) — ଦୁଇ ଗ୍ରେନ୍ ପରିମିତ ଓଜନ — A weight of 2 grains
- ସଂ. ବି (ଗୁଞ୍ଜ+ଆ) — ଗୁଞ୍ଜନ; ଗୁଣୁ ଗୁଣୁ ଶବ୍ଦ — Buzzing
- ସଂ. ବି (ଗୁଞ୍ଜ+ଆ) — ନାଗରା — Kettle-drum
- ସଂ. ବି (ଗୁଞ୍ଜ+ଆ) — ମଦ୍ୟପାନଶାଳା — A tavern
- ସଂ. ବି (ଗୁଞ୍ଜ+ଆ) — ଧ୍ୟାନ — Meditation
- ସଂ. ବି (ଗୁଞ୍ଜ+ଆ) — ବିଷାକ୍ତମୂଳ ଗୁଳ୍ମବିଶେଷ — A plant with poisonous root
- ଦେ. ବି — ଠେଲି ପେଲି କୌଣସି ପଦାର୍ଥକୁ ଅନ୍ଯ ପଦାର୍ଥ ମଧ୍ୟରେ ଭର୍ତ୍ତି କରିବା — Thrusting a thing into other things
- ଦେ. ବିଣ — ଠେଲିକରି ଭର୍ତ୍ତିକରା ଯାଇଥିବା — Thrust in; forced in
- ଦେ. ବିଣ — ଅନ୍ଯ ବ୍ଯକ୍ତି ନିକଟରେ ଅଯାଚିତ ଭାବରେ ପେଲି ହୋଇ ପଶିବା (ଲୋକ); ଲେଭେଡ଼ା — One who thrusts himself into the company of others uninvited