ଗୁଞ୍ଜାଗୁଞ୍ଜି Gun̄jāgun̄ji
- ଦେ. ବି — ସଂକୀର୍ଣ୍ଣ ସ୍ଥାନରେ ବହୁ ବସ୍ତୁ ବା ବ୍ଯକ୍ତିଙ୍କର ଅବସ୍ଥାନ ଲାଗି ଠେଲାଠେଲି — Pushing one another for occupying a narrow space
- ଦେ. ବି — ଗଳାଗଳି — Thrusting into one another
- ଦେ. ବି — ନାନା ପଦାର୍ଥ ଗୁଞ୍ଜିବା କର୍ମ — Act of thrusting many things
- ଦେ. ବି — ଭିଡ଼ — Overcrowding; overlapping