ଗୁଞ୍ଜରବନ୍ଧ Gun̄jarabandha

  • ଦେ. ବି — ବଳୟ; ହସ୍ତାଳଙ୍କାରବିଶେଷ — A kind of bracelet
  • ଦେ. ବି — ଖଞ୍ଜି କରେ ଚୁଡ଼ି ଗୁଞ୍ଜରବନ୍ଧ ସୋମନାଥ ଗରଗଡ଼ିୟା। ପ୍ରାଚୀ, ରହସ୍ୟମଞ୍ଜରୀ।