ଗୁଞ୍ଜାର୍ Gun̄jar

  • ପ୍ରାଦେ. (ସମ୍ବଲପୁର) ବି — କବାଟର ଶିକୁଳି — Door-chain
  • ପ୍ରାଦେ. (ସମ୍ବଲପୁର) ବି — ନୂପୁର — Tinkling ornament or ring for the leg
  • ପ୍ରାଦେ. (ସମ୍ବଲପୁର) ବି — କବାଟର ଶିକୁଳାରେ ଲାଗିଥିବା ଲୌହଶଳାକାବିଶେଷ — An iron-rod attached to a door-chain
  • ପ୍ରାଦେ. (ସମ୍ବଲପୁର) ବି — ଗୁଞ୍ଜର ପୋକ (ଦେଖ) — Gun̄jara (beetle) (See)