ଗୁଞ୍ଜରିବା Gun̄jaribā

  • ଦେ. କ୍ରି. (ସଂ. ଗୁଞ୍ଜ ଧାତୁ) — ଗୁଣୁଗୁଣୁ ଶବ୍ଦ କରିବା — To hum
  • ଦେ. କ୍ରି. (ସଂ. ଗୁଞ୍ଜ ଧାତୁ) — ଗୁଞ୍ଜରି ଧାଆନ୍ତି ଅଳି—ପୁଞ୍ଜେ ମଧୁ—ସୌରଭେ ଅନ୍ଧ। ରାଧାନାଥ, ଭଷା।