ଗୁଞ୍ଜରା Gun̄jarā

  • ଦେ. ବି — ମୁଣ୍ଡର ମାଳାପରି ଆଭରଣବିଶେଷ — Kind of bead used to adorn the head
  • ଦେ. ବି — (ସଂ. ଗୁଞ୍ଜ) କାଇଞ୍ଚର ମାଳା — A necklace of Kāin̄cha seeds
  • ଦେ. ବି — ମଣି ଗୁଞ୍ଜରା ଶିରେ ଧରି ଗାଈଙ୍କ ପଛେ ବନଚାରୀ। ଜଗନ୍ନାଥ—ଭାଗବତ।
  • ଦେ. ବି — ଗୁଞ୍ଜରପୋକର ଖୋଳରୁ ପ୍ରସ୍ତୁତ ଗୋଲାକାର ଟିକିଲି — A tip made from the tough covering of the Rutilian beetle
  • ଦେ. ବି — ମୟୂର ମୁକୁଟ ଶୋଭନ, ଗୁଞ୍ଜ ଗୁଞ୍ଜରା ଗୋରଚନ। ଭୂପତି—ପ୍ରେମପଞ୍ଚାମୃତ।