ଗୁଞ୍ଜର Gun̄jara

  • ଦେ. ବି — (ସଂ. ଗୁଞ୍ଜନ)—ଗୁଣୁଗୁଣୁ ଶବ୍ଦ — Buzzing sound; humming
  • ଦେ. ବି — ନିତ୍ୟ ମୁଖର ମଧୁକର ଗୁଞ୍ଜରେ। ରାଧାନାଥ—ମେଘଦୂତ।
  • ଦେ. ବି — ଚୂର୍ଣ୍ଣକୁନ୍ତଳ — A short curl of hair overhanging the brow
  • ଦେ. ବି — (ସଂ. ଗୁର୍ଜର) ହସ୍ତାଳଙ୍କାରବିଶେଷ; ବଳୟ — A kind of bracelet
  • ଦେ. ବି — କଞ୍ଜ ମଞ୍ଜୁଳ ଗୁଞ୍ଜର ଯୁଗଳେ, ଖଞ୍ଜିଲା କାଚ ଅନ୍ତିକ ଯେ। କବିସୂଯ୍ୟ—ଚନ୍ଦ୍ରକଳା।
  • ଦେ. ବି — ଏକ ଜାତୀୟ ନେଳି ଟାଣୁଆ ପକ୍ଷଯୁକ୍ତ ପୋକ — A beetle with hard blue wings; the blue Rutilian beetle
  • ଦେ. ବି — [ଦ୍ର—ଏହାର ନେଳି ଖୋଳକୁ ଗୋଲ କରି ସ୍ତ୍ରୀମାନେ ମଥାରେ ଟିକିଲିରୂପେ ଘେନନ୍ତି।]
  • ଦେ. ବି — (ସଂ. କୁଞ୍ଜର) ହସ୍ତୀ — Elephant