ଗୁଜ୍ଜରୀ Gujjarī

  • ସଂ. ବି. ସ୍ତ୍ରୀ—(ଗୁର୍ଜ୍ଜର+ସ୍ତ୍ରୀ.ଈ) — ରାତ୍ରି କାଳରେ ଶୃଙ୍ଗାର— ରସରେ ଗେୟ ରାଗିଣୀବିଶେଷ — A musical tone used in night time (See notes under 'Rāga'
  • ସଂ. ବି. ସ୍ତ୍ରୀ—(ଗୁର୍ଜ୍ଜର+ସ୍ତ୍ରୀ.ଈ) — [ଦ୍ର—କେହିଣ କେହି ଏହାକୁ ଦୀପକ ରାଗର ଓ କେହି କେହି ମେଘ ରାଗର ରାଗିଣୀ ବୋଲି କହନ୍ତି।]