ଗିରେଇବା Gireibā
- ଦେ. କ୍ରି — ଗିରିବା 'କ୍ରିୟାର' ଣିଜନ୍ତ ରୂପ — Causative form of Giribā
- ଦେ. କ୍ରି — ତଳେ ପକାଇବା — To cause to fall down; to fell down
- ଦେ. କ୍ରି — ଦାୟିତ୍ୱ ବା ଦୋଷ ଆଦି କୌଣସି ବ୍ଯକ୍ତି ଉପରେ ପକାଇବା — To lay the blame or fault or responsibility on another's shoulder
- ଦେ. କ୍ରି — କୌଣସି ବ୍ଯକ୍ତିକୁ ଆପଦରେ ପକାଇବା — To put a man in difficulty or danger