ଗିରୀନ୍ଦ୍ର Girīndra

  • ସଂ. ବି. ( 7 ମୀ ତତ୍; ଗିରି+ଇନ୍ଦ୍ର=ଶ୍ରେଷ୍ଠ) — ପର୍ବତରାଜ ହିମାଳୟ — The Himalayas
  • ସଂ. ବି. ( 7 ମୀ ତତ୍; ଗିରି+ଇନ୍ଦ୍ର=ଶ୍ରେଷ୍ଠ) — ବଡ଼ ପର୍ବତ — A big mountain
  • ସଂ. ବି. ( 7 ମୀ ତତ୍; ଗିରି+ଇନ୍ଦ୍ର=ଶ୍ରେଷ୍ଠ) — ଶିବ; ମହାଦେବ (ହି. ଶବ୍ଦସାଗର) — Ṡiba