ଗିରୀଶ Girīṡa

  • ସଂ. ବି. ( 6 ଷ୍ଠୀ ତତ୍; ଗିରି+ଈଶ; ଗିରି=କୈଳାସ ପର୍ବତ +ଈଶ=ପୂଜ୍ୟ) — ମହାଦେବ — Mahādeba
  • ସଂ. ବି. ( 6 ଷ୍ଠୀ ତତ୍; ଗିରି+ଈଶ; ଗିରି=କୈଳାସ ପର୍ବତ +ଈଶ=ପୂଜ୍ୟ) — (ଗିରି=ପର୍ବତ+ଈଶ)—ହିମାଳୟ — The Himalayas
  • ସଂ. ବି. ( 6 ଷ୍ଠୀ ତତ୍; ଗିରି+ଈଶ; ଗିରି=କୈଳାସ ପର୍ବତ +ଈଶ=ପୂଜ୍ୟ) — (ଗିର୍=ବାକ୍ୟ+ଈଶ)—ବାଚସ୍ପତି; ବୃହସ୍ପତି — Bṛuhaspati; the Preceptor of the Gods