ଗିରୁଡ଼ି Giruṟḍ̠i
- ଦେ. ବି. (ସଂ. ଗଡ୍ଡର=ମେଣ୍ଡା କ୍ଷୁଦ୍ରାବୟବ ଥିବାରୁ) — କ୍ଷୁଦ୍ରକାୟ ଆମ୍ବ — Small mango
- ଦେ. ବି. (ସଂ. ଗଡ୍ଡର=ମେଣ୍ଡା କ୍ଷୁଦ୍ରାବୟବ ଥିବାରୁ) — ଝାଡ଼ଗିରିଡ଼ି — Small mangoes growing wild
- ଦେ. ବି. ସ୍ତ୍ରୀ — ମେଣ୍ଡୀ — Ewe
- ଦେ. ବିଣ — ଗିରୁଡ଼ିଆ (ଦେଖ) — Giruṟḍ̠iā (See)