ଗିରିସାର Girisāra

  • ସଂ. ବି — ( 7 ମୀ ତତ୍; ଗିରି=ସାର)—ମଳୟ ପର୍ବତ — (7ମୀ ତତ୍; ଗିରି=ସାର)—ମଳୟ ପର୍ବତ— . The Maḻaya mountain
  • ସଂ. ବି — ( 6 ଷ୍ଠୀ ତତ୍)—ଲୌହ — (6ଷ୍ଠୀ ତତ୍)—ଲୌହ—. Iron
  • ସଂ. ବି — ଟିଣ — Tin
  • ସଂ. ବି — ରଙ୍ଗ (ଧାତୁ) — Lead
  • ସଂ. ବି — ଶିଳାଜତୁ — Benzoin