ଗିରାଣ୍ Giraṅ

  • ବୈଦେ. ବି. (ଫା. ଗିରା= ମହାର୍ଘ) — ମହାର୍ଘତା; ଦୁର୍ମୂଲ୍ୟତା — Dearness in price
  • ଦେ. ବିଣ — ମହଙ୍ଗା; ମହରଗ; ଦୁର୍ମୂଲ୍ୟ — Dear (in price)