ଗିରାଙ୍କୁଶ Girāṅkuṡa

  • ସଂ. ବି. (ଗିରା+ଅଙ୍କୁଶ; ରୂପକ) — ବଚନାଙ୍କୁଶ; ବାକ୍ୟବାଣ — Unpleasant words (compared to a dart)
  • ସଂ. ବି. (ଗିରା+ଅଙ୍କୁଶ; ରୂପକ) — ବାଣୀରେ ଭରତ ମୋହି, ଗଜମୂର୍ଖ ନୋହେଁ ମୁହିଁ ଗିରାଙ୍କୁଶ ଘାତ କିଁପା କର। ଭଞ୍ଜ, ବୈଦେହୀଶବିଳାସ।