ଗିରା Girā

  • ସଂ. ବି. (ଗିର୍+ଆ) — ଗିର୍; ବାକ୍ୟ; ବଚନ — Word; speech
  • ସଂ. ବି. (ଗିର୍+ଆ) — ଯେଉଁ ଶକ୍ତି ବଳରେ ମନୁଷ୍ୟ କଥାଭାଷା କରେ — Power of speech
  • ସଂ. ବି. (ଗିର୍+ଆ) — ଜିଭ; ଜିହ୍ୱା — Tongue
  • ସଂ. ବି. (ଗିର୍+ଆ) — ସରସ୍ୱତୀ ଦେବୀ — The Hindu Goddess of learning
  • ସଂ. ବି. (ଗିର୍+ଆ) — ଭାଷା — Language
  • ସଂ. ବି. (ଗିର୍+ଆ) — କବିତା — Poetry
  • ସଂ. ବି. (ଗିର୍+ଆ) — ସରସ୍ୱତୀ ନଦୀ — The Saraswatī river
  • ବୈଦେ. ବି. (ଫା. ଗିରହ୍=ଗଣ୍ଠି) — ରେଖା — line; notch
  • ବୈଦେ. ବି. (ଫା. ଗିରହ୍=ଗଣ୍ଠି) — ଗଣନାକାଳରେ ସଂଖ୍ୟା ମନେ ରଖିବାକୁ କଟାଯିବା ଗାର — Lines drawn on the ground to denote the number of any thing counted or measured
  • ବୈଦେ. ବି. (ଫା. ଗିରହ୍=ଗଣ୍ଠି) — କାନମଧ୍ୟସ୍ଥ କୋମଳତମ ଅଂଶ — The tenderest part inside the human ear; the soft membrane inside the ear
  • ବୈଦେ. ବି. (ଫା. ଗିରହ୍=ଗଣ୍ଠି) — ଏକଗଜ ପରିମାଣର 16 ଭାଗରୁ 1 ଭାଗ — ଏକଗଜ ପରିମାଣର16ଭାଗରୁ1ଭାଗ— . One-sixteenth of a yard (measure)
  • ବୈଦେ. ବି. (ଫା. ଗିରହ୍=ଗଣ୍ଠି) — ଗ୍ରନ୍ଥି; ଗଣ୍ଠି — A knot; joint