ଗିରସ୍ତ Girasta

  • ଗ୍ରା. ବି. (ସଂ. ଗୃହସ୍ଥ) — ଗୃହକର୍ତ୍ତା — Master of the house
  • ଗ୍ରା. ବି. (ସଂ. ଗୃହସ୍ଥ) — ସ୍ୱାମୀ; ଭର୍ତ୍ତା — husband
  • ଗ୍ରା. ବି. (ସଂ. ଗୃହସ୍ଥ) — ଗୃହସ୍ଥାଶ୍ରମୀ ବ୍ଯକ୍ତି — A house-holder
  • ଗ୍ରା. ବି. (ସଂ. ଗୃହସ୍ଥ) — ଗୃହୀ; ପରିବାରବିଶିଷ୍ଟ ବ୍ଯକ୍ତି — A family-man