ଗିରସ୍ତି Girasti

  • ଗ୍ରା. ବିଣ. (ସଂ. ଗୃହସ୍ଥ) — ଗୃହସ୍ଥସମ୍ବନ୍ଧୀୟ — Relating to a house-holder
  • ଗ୍ରା. ବିଣ. (ସଂ. ଗୃହସ୍ଥ) — ଗୃହସମ୍ବନ୍ଧୀୟ — Domestic
  • ବି — ଗୃହସ୍ଥ — A house-holder