ଗିରାପତି Girāpati

  • ସଂ. ବି. ( 6 ଷ୍ଠୀ ତତ୍; ଗିରା+ ପତି) — ବିଷ୍ଣୁ — Bishṇu
  • ସଂ. ବି. ( 6 ଷ୍ଠୀ ତତ୍; ଗିରା+ ପତି) — ବ୍ରହ୍ମା (ହି. ଶବ୍ଦସାଗର) — Brahmā