ଗର୍ଜନ୍ Garjan

  • ଦେ. ବି. — ଚଟ୍ଟଗ୍ରାମସ୍ଥ ଉଚ୍ଚ ଓ ସର୍ବଦା ଫଳ, ଫୁଲ ଧରିବା ତରୁ— ବିଶେଷ — A tree found in Chittagong-tract; Dipterocarpus Turbinatus; Dipterocarpus Tuburculatus; Dipterocarpus Altus (Kirtikar)
  • ଦେ. ବି. — [ଦ୍ର—ଏ ଗଛ ଉଚ୍ଚରେ 100 ହାତ ପର୍ଯ୍ୟନ୍ତ ବଢ଼େ; ଏ ଗଛର କାଠ ଖାବୁଡାବୁଆ, ଶକ୍ତ; ପଳଖା ଧଳା, ମଞ୍ଜ ନାଲି ଓ ପାଉଁଶିଆ— ମିଶା କିନ୍ତୁ ବେଶି ଦିନ ସ୍ଥାୟୀ ନୁହେ। ପତ୍ର ଅଣ୍ଡାକାର। ପୂର୍ବବଙ୍ଗ ଓ ପୂର୍ବଭାରତରେ ଜନ୍ମେ। ଏହାର ତେଲ ଯାଦୁ, କୁଣ୍ଡିଆ ଏବଂ ଅନ୍ଯାନ୍ୟ ଚର୍ମରୋଗର ଔଷଧରେ ବ୍ଯବହୃତ ହୁଏ। ଗଛର ମୂଳ ପାଖ ଚିରି ତଳେ ନିଆଁ ଜାଳିରେ ସେଥିରୁ ଯେଉଁ ନିର୍ଯ୍ୟାସ ବାହାରେ ତାହା ଗର୍ଜନ ତେଲ; ବାର୍ନିସ୍ ଓ ରଙ୍ଗରେ ମିଶାଯାଏ।] — [ଦ୍ର—ଏ ଗଛ ଉଚ୍ଚରେ100ହାତ ପର୍ଯ୍ୟନ୍ତ ବଢ଼େ; ଏ ଗଛର କାଠ ଖାବୁଡାବୁଆ, ଶକ୍ତ; ପଳଖା ଧଳା, ମଞ୍ଜ ନାଲି ଓ ପାଉଁଶିଆ— ମିଶା କିନ୍ତୁ ବେଶି ଦିନ ସ୍ଥାୟୀ ନୁହେ ପତ୍ର ଅଣ୍ଡାକାର ପୂର୍ବବଙ୍ଗ ଓ ପୂର୍ବଭାରତରେ ଜନ୍ମେ ଏହାର ତେଲ ଯାଦୁ, କୁଣ୍ଡିଆ ଏବଂ ଅନ୍ଯାନ୍ୟ ଚର୍ମରୋଗର ଔଷଧରେ ବ୍ଯବହୃତ ହୁଏ ଗଛର ମୂଳ ପାଖ ଚିରି ତଳେ ନିଆଁ ଜାଳିରେ ସେଥିରୁ ଯେଉଁ ନିର୍ଯ୍ୟାସ ବାହାରେ ତାହା ଗର୍ଜନ ତେଲ; ବାର୍ନିସ୍ ଓ ରଙ୍ଗରେ ମିଶାଯାଏ]