ଗର୍ଜନ Garjana

  • ସଂ. ବି.—(ଗର୍ଜ ଧାତୁ+ ଭାବ. ଅନ) — ମେଘର ଘଡ଼ିଘଡ଼ି — Sound of thunder
  • ସଂ. ବି.—(ଗର୍ଜ ଧାତୁ+ ଭାବ. ଅନ) — ଉଚ୍ଚ ଗମ୍ଭୀର ଶବ୍ଦ; ରଡ଼ି — Roaring sound; rumbling sound; thundering sound; loud continuous sound
  • ସଂ. ବି.—(ଗର୍ଜ ଧାତୁ+ ଭାବ. ଅନ) — ରାଗ; କ୍ରୋଧ — Anger; passion
  • ସଂ. ବି.—(ଗର୍ଜ ଧାତୁ+ ଭାବ. ଅନ) — ଯୁଦ୍ଧ — Battle
  • ସଂ. ବି.—(ଗର୍ଜ ଧାତୁ+ ଭାବ. ଅନ) — ଉଚ୍ଚୈଃସ୍ୱରରେ ଗାଳି — Roaring reproach
  • ସଂ. ବି.—(ଗର୍ଜ ଧାତୁ+ ଭାବ. ଅନ) — ନାଦ; ଶବ୍ଦ (ପ୍ରକୃତିବାଦ) — Sound
  • ସଂ. ବି.—(ଗର୍ଜ ଧାତୁ+ ଭାବ. ଅନ) — କ୍ରୁଦ୍ଧ ଜୀବର ଶବ୍ଦ — The roar of an enraged animal
  • ସଂ. ବି.—(ଗର୍ଜ ଧାତୁ+ ଭାବ. ଅନ) — ସ୍ପର୍ଦ୍ଧା (ପ୍ରକୃତିବାଦ) — Defiance; arrogance