ଗର୍ଜନ୍ତା Garjantā

  • ଦେ. ବିଣ. (ସଂ. ଗର୍ଜତ୍) — ଗର୍ଜନକାରୀ — Making a roaring sound; thundering
  • ଦେ. ବିଣ. (ସଂ. ଗର୍ଜତ୍) — ଗର୍ଜନ୍ତା ମେଘ ବରଷେ ନାହିଁ—ଢଗ।