ଗର୍ଜିବା Garjibā

  • ଦେ. କ୍ରି. (ସଂ. ଗର୍ଜ ଧାତୁ) — ଗର୍ଜନ କରିବା; ଉଚ୍ଚ ଧ୍ୱନି କରିବା — To roar; to make a thundering sound
  • ଦେ. କ୍ରି. (ସଂ. ଗର୍ଜ ଧାତୁ) — ସର୍ବେ ଦମ୍ଭେ ଗର୍ଜିଲେ ହୁଙ୍କାରେ।