ଗର୍ଜିତ Garjita

  • ସଂ. ବିଣ. (ଗର୍ଜ ଧାତୁ+ କର୍ତ୍ତୃ. ତ) — ଧ୍ୱନିତ — Sounded
  • ସଂ. ବିଣ. (ଗର୍ଜ ଧାତୁ+ କର୍ତ୍ତୃ. ତ) — ଗର୍ଜନ କରୁଥିବା — Roaring
  • ସଂ. ବି. (+ ଭାବ. ତ) — ଗର୍ଜନ (ଦେଖ) — Garjana (See)
  • ସଂ. ବି. (+ ଭାବ. ତ) — ମେଘ ଗର୍ଜନ; ଘଡ଼ଘଡ଼ି — Thunder of clouds
  • ସଂ. ବି. (+ ଭାବ. ତ) — ଗର୍ଜନ କରୁଥିବା ମତ୍ତହସ୍ତୀ — A roaring elephant in rut