ଗର୍ଜନ୍ତେଲ Garjantela

  • ଦେ. ବି. — ଉଦ୍ଭିଜ୍ଜତୈଳବିଶେଷ; ଏହା ରଙ୍ଗ, ବାର୍ଣ୍ଣିସ୍ ଇତ୍ୟାଦିରେ ମିଶାଯାଏ — A vegetable oil used in mixing with paints and varnish