ଗଙ୍ଗାଳ Gaṅgāḻa

  • ଦେ. ବି. (ସଂ. ଗର୍ଗର; ତୁଳ—ପର୍ଟୁଗୀଜ୍. ଗାମେଲା) — ବହୁତ ଖାଦ୍ୟ ଦ୍ରବ୍ୟ (ଭାତ, ତରକାରୀ, ଖିରିଆଦି) ବା ଜଳ ସମ୍ଭାଇବା ଭଳି ଦୁଇ ପାଖରେ କଡ଼ାଲଗା ବଡ଼ ପିତଳ କୁଣ୍ଡବିଶେଷ — Big brass-vessel with rings as holders intended to carry a large quantity of food to some distance to serve to many people in a feast