ଗଙ୍ଗାସାଗର Gaṅgāsāgara
- ସଂ. ବି — ଗଙ୍ଗା ସମୁଦ୍ରରେ ମିଳିତ ହେବାର ପ୍ରସିଦ୍ଧ ସ୍ଥାନ — The estuary of the Ganges; the place of special sanctity where the river Ganges joins the ocean
- ସଂ. ବି — [ଦ୍ର—ଏଠାରେ କପିଳମୁନିଙ୍କ ଆଶ୍ରମ ଥିବାର କଥିତ ଅଛି ଓ ଏହି— ଠାରେ ସରଗପୁତ୍ରମାନେ ଭସ୍ମୀଭୁତ ହୋଇଥିଲେ। ଏଠାରେ ସହସ୍ର ସହସ୍ର ଯାତ୍ରୀ ମକର ସଂକ୍ରାନ୍ତିରେ ସ୍ନାନାର୍ଥେ ଉପସ୍ଥିତ ହୁଅନ୍ତି।]