ଗଙ୍ଗାଯମୁନା Gaṅgāj̄amunā
- ଦେ. ବି. (ଗଙ୍ଗାର ଜଳ ଶୁଭ୍ର ଓ ଯମୁନାର ଜଳ କୃଷ୍ଣବର୍ଣ୍ଣ; ଏହି ଦୁଇ ନଦୀର ସଙ୍ଗମ ସ୍ଥଳରେ ଗଙ୍ଗାଯମୁନାର ଜଳ ସ୍ୱତନ୍ତ୍ର ହୋଇ ବାରି ହେଉ- ଥିବାରୁ) — ସ୍ପଷ୍ଟଭାବରେ ସ୍ୱତନ୍ତ୍ର ଜଣା- ଯାଉଥିବା ଦ୍ୱିବର୍ଣ୍ଣ ଦ୍ରବ୍ୟର ମିଶ୍ରଣ — Mixture of two things of distinct colour
- ଦେ. ବି. (ଗଙ୍ଗାର ଜଳ ଶୁଭ୍ର ଓ ଯମୁନାର ଜଳ କୃଷ୍ଣବର୍ଣ୍ଣ; ଏହି ଦୁଇ ନଦୀର ସଙ୍ଗମ ସ୍ଥଳରେ ଗଙ୍ଗାଯମୁନାର ଜଳ ସ୍ୱତନ୍ତ୍ର ହୋଇ ବାରି ହେଉ- ଥିବାରୁ) — (ଯଥା—ଢାଳ, ଶାଲ, ଲୁଗା, ମାଳା ଓ ଅଳଙ୍କାର ଇତ୍ୟାଦି)
- ଦେ. ବି. (ଗଙ୍ଗାର ଜଳ ଶୁଭ୍ର ଓ ଯମୁନାର ଜଳ କୃଷ୍ଣବର୍ଣ୍ଣ; ଏହି ଦୁଇ ନଦୀର ସଙ୍ଗମ ସ୍ଥଳରେ ଗଙ୍ଗାଯମୁନାର ଜଳ ସ୍ୱତନ୍ତ୍ର ହୋଇ ବାରି ହେଉ- ଥିବାରୁ) — ସ୍ପଷ୍ଟରୂପେ ପୃଥକ୍ ଜଣାପଡ଼ୁଥିବା ସୁନାରୂପାରେ ନିର୍ମିତ ଭୂଷଣ; ପିତଳ ଓ ତମ୍ବାନିର୍ମିତ ପଦାର୍ଥ — An article or ornament made of two metals (silver and gold; brass and copper etc) which appear separately on it
- ଦେ. ବି. (ଗଙ୍ଗାର ଜଳ ଶୁଭ୍ର ଓ ଯମୁନାର ଜଳ କୃଷ୍ଣବର୍ଣ୍ଣ; ଏହି ଦୁଇ ନଦୀର ସଙ୍ଗମ ସ୍ଥଳରେ ଗଙ୍ଗାଯମୁନାର ଜଳ ସ୍ୱତନ୍ତ୍ର ହୋଇ ବାରି ହେଉ- ଥିବାରୁ) — ଧଳା ଓ କଳା କଣ୍ଠି ଗୁନ୍ଥା ହୋଇଥିବା ମାଳା; ଧଳା ଓ ନେଳି ଫୁଲର ଗୁନ୍ଥା ମାଳ — A garland having flowers or beads of separate colours in groups strung together