ଗଙ୍ଗାସ୍ନାନ Gaṅgāsnāna
- ସଂ. ବି. — ଗଙ୍ଗାନଦୀରେ ଗାଧୋଇବା — A bath in the Ganges
- ସଂ. ବି. — ଜ୍ୟେଷ୍ଠ ଶୁକ୍ଲ ଦଶମୀ ଦିନ ଗଙ୍ଗାରେ ସ୍ନାନ — A dip in the Ganges on the tenth day of the bright fortnight of Jyeshṭha
- ସଂ. ବି. — [ଦ୍ର—ସାଧାରଣତଃ ଗଙ୍ଗାଜଳରେ ସ୍ନାନ କଲେ ପାପ ନାଶ ହୁଏ। ପୁଣି ନିର୍ଦ୍ଦିଷ୍ଟ ସମୟରେ ଗଙ୍ଗାର ନିର୍ଦ୍ଦିଷ୍ଟ ସ୍ଥାନରେ ସ୍ନାନ କଲେ ଆହୁରି ବେଶି ପୁଣ୍ଯ ହୁଏ ବୋଲି ହିନ୍ଦୁମାନଙ୍କର ଦୃଢ଼ ବିଶ୍ୱାସ।]