ଗଙ୍ଗାରାମ୍ Gaṅgāram

  • ଦେ. ବି — ତୋତାକୁ ପଢ଼ାଇବା ବେଳେ ତୋତାକୁ ଡାକିବା ନାମ — A fond name by which parrots are addressed while being taught to talk
  • ଦେ. ବି — (ଯଥା—"ହରେକୃଷ୍ଣ ହରେକୃଷ୍ଣ କୃଷ୍ଣ କୃଷ୍ଣ ରାମ୍ ରାମ୍, ପଢ଼୍ ବାବା ଗଙ୍ଗାରାମ୍!")