ଗଙ୍ଗାଲାଭ Gaṅgālābha

  • ସଂ. ବି. — ଗଙ୍ଗା ତୀରରେ ମୃତ୍ୟୁ — Death in the shore or water of the Ganges
  • ଦେ. ବି — ମୃତ୍ୟୁ — Death
  • ଦେ. ବି — ଦିନ ତିନିଟା ଭିତରେ ସଜ୍ଞାନରେ ବାବୁ ଗୋପାଳଚନ୍ଦ୍ର ମହାପାତ୍ରଙ୍କର ଗଙ୍ଗାଲାଭ। ଫକୀରମୋହନ, ଗଳ୍ପସ୍ୱଳ୍ପ।