ଖୁପିବା Khupibā

  • ପ୍ରାଦେ. (ସମ୍ବଲପୁର) କ୍ରି. — ଭେଦିବା — To permeate
  • ପ୍ରାଦେ. (ସମ୍ବଲପୁର) କ୍ରି. — ଅଳ୍ପ ପ୍ରବେଶ କରିବା — To penetrate a little
  • ପ୍ରାଦେ. (ସମ୍ବଲପୁର) କ୍ରି. — କୃତକାର୍ଯ୍ୟ ହେବା — To succeed
  • ପ୍ରାଦେ. (ସମ୍ବଲପୁର) କ୍ରି. — ଖୁମ୍ପିବା — To peck at