ଖୁପିଆ Khupiā

  • ପ୍ରାଦେ. (ସମ୍ବଲପୁର) ବି. (ସଂ. ଖୁପ୍ ଧାତୁ) — ଗୋପନୀୟ; ଗୁପ୍ତ (ବାର୍ତ୍ତା; ସମ୍ବାଦ) — Secret (news)
  • ପ୍ରାଦେ. (ସମ୍ବଲପୁର) ବି. (ସଂ. ଖୁପ୍ ଧାତୁ) — ବେନାମୀ (ଚିଠି) — Anonymous (letter)