ଖୁପୁଲି Khupuli

  • ପ୍ରାଦେ. (ସମ୍ବଲପୁର) ବି. (ସଂ. ଖର୍ପର) — ନଡ଼ିଆର ସଢ଼େଇ (ଯଥା; ନଡ଼ିଆଖପୁଲି) — The hard shell of cocoanut
  • ପ୍ରାଦେ. (ସମ୍ବଲପୁର) ବି. (ସଂ. ଖର୍ପର) — କଚ୍ଛପ ପିଠିର କଠିନ ଆବରଣ (ଯଥା; କେଚ୍ଛୋ ଖୁପୁଲି) — The hard shell of tortoise