ଖୁପ୍ରାଇବା Khuprāibā

  • ଦେ. କ୍ରି — ଆଙ୍ଗୁଠିଦ୍ୱାରା ବା କାଠିଦ୍ୱାରା ଆସ୍ତେ ଆସ୍ତେ ପରର ଶରୀରକୁ ଆଘାତ କରିବା — To poke gently at another's body with fingers or with a pick
  • ଦେ. କ୍ରି — ଉତ୍ତେଜିତ କରିବା — To provoke; to irritate