ଖୁନ୍ଦିଖାନ୍ଦି ହେବା Khundikhāndi hebā

  • ଦେ. କ୍ରି — ସଂକୀର୍ଣ୍ଣ ସ୍ଥାନରେ (ଅନେକଗୁଡ଼ିଏ ପଦାର୍ଥ ବା ଜୀବ) ଏକତ୍ର ଲଗାଲଗି ହେବା — (many articles or animals) To huddle together; to be squeezed together in a narrow place