ଖୁନ୍ଦାଖୁନ୍ଦି Khundākhundi
- ଦେ. ବି — ଯକାଯକି; ସଂକୀର୍ଣ୍ଣ ସ୍ଥାନରେ ଅନେକଗୁଡ଼ିଏ ପଦାର୍ଥ ବା ଜୀବ ଦିହକୁ ଦିହ ଲାଗି ଠେଁସାଠେଁସି ହେବା — Several things or persons pushing against; one another squeezed together
- ଦେ. ବିଣ — ଖୁନ୍ଦା ମରାମରି; ପରସ୍ପର ମଧ୍ୟରେ ଖୁନ୍ଦା ମରାମରି ହେଉଥିବା — Striking each other with Khundā-blows