କ୍ରୟିକ Krayika

  • ସଂ. ବିଣ. ପୁଂ. (କ୍ରୀ ଧାତୁ+କର୍ତ୍ତୃ. ଇକ) — କ୍ରେତା; ଯେ କିଣେ — Purchasing; buying
  • ସଂ. ବି. ପୁଂ — କିଣିବା ଲୋକ; ଖରିଦଦାର୍ — Purchaser; buyer
  • ସଂ. ବି. ପୁଂ — ବେପାରୀ; ବଣିକ — Trader; merchant