କ୍ରୟବିକ୍ରୟ Krayabikraya

  • ସଂ. ବି. (ବିପରୀତ ସହଚର; କ୍ରୟ+ବିକ୍ରୟ) — ଖରିଦ ବିକ୍ରି — Purchase and sale
  • ସଂ. ବି. (ବିପରୀତ ସହଚର; କ୍ରୟ+ବିକ୍ରୟ) — ବାଣିଜ୍ୟ; ବ୍ଯବସାୟ — Business; trade
  • ଦେ. ବି. (ଗଣିତ) — କ୍ରୟ ବିକ୍ରୟାଦିସମ୍ବନ୍ଧୀୟ ଧାରା — (arithmetic) Method of solving questions regarding sale and purchase