କ୍ରଶିମା Kraṡimā

  • ସଂ. ବି. (କୃଶ ଧାତୁ+ଇମନ; 1 ମା. 1 ବ; ତୁଳ—ଦ୍ରଢ଼ିମା; ମ୍ରଦିମା) — କୃଶତା; କାର୍ଶ୍ୟ — Leanness; imaciation