କ୍ରଶ୍ Kraṡ
- ବୈଦେ. ବି. (ଇଂ. କ୍ରସ୍ସ୍) — ଯୁକ୍ତ ଚିହ୍ନ ପରି ଯୋଡ଼ା ଯାଇଥିବା କାଠ — A cross
- ବୈଦେ. ବି. (ଇଂ. କ୍ରସ୍ସ୍) — [ଦ୍ର—ପୂର୍ବେ ରୋମ୍ସାମ୍ରାଜ୍ୟରେ ଏହା ଅପରାଧୀମାନଙ୍କୁ ଦଣ୍ଡ ଦେବା ପାଇଁ ବ୍ଯବହୃତ ହେଉଥିଲା। ଏଥିର ଗୋଟିଏ ବାହୁକୁ ଭୂମିରେ ପୋତି ସେଥିର ଲମ୍ବ କାଠରେ ମନୁଷ୍ୟର ମୁଣ୍ଡ ଓ ଲାହିଠାରେ କଣ୍ଟା ବାଡ଼େଇ ଆଡ଼କାଠରେ ମନୁଷ୍ୟର, ଦୁଇ ହାତକୁ ମେଲାଇ ଦୁଇ ହାତରେ କଣ୍ଟାମାରି ମନୁଷ୍ୟକୁ ସେହି ଅବସ୍ଥାରେ ରଖି ମାରି ପକାଉଥିଲେ। ଯୀଶୁଖ୍ରୀଷ୍ଟଙ୍କୁ ଏହି କ୍ରଶ୍ରେ ହତ୍ୟା କରାଯାଇଥିଲା। କ୍ରଶ୍ ଖ୍ରୀଷ୍ଟିୟାନମାନଙ୍କର ପବିତ୍ର ଧର୍ମ-ଚିହ୍ନ। ଏହା ଯୀଶୁଙ୍କର ମନୁଷ୍ୟଙ୍କ ପାଇଁ ଜୀବନ ଦାନ କରିଥିବାର ନିଦର୍ଶନ।]
- ବୈଦେ. ବି. (ଇଂ. କ୍ରସ୍ସ୍) — ମକଦ୍ଦମାରେ ଅପର ପକ୍ଷର ଓକିଲଙ୍କଦ୍ୱାରା ସାକ୍ଷୀର ଜେରା — Cross-examination