କ୍ରୟଭୋଗ Krayabhoga

  • ଦେ. ବି. (କଚିରିଆ ଭାଷା) — ସମ୍ପତ୍ତି ଖରିଦ କରିଥିବା ହେତୁ ଭୋଗକରଣ — Enjoyment of property by virtue of having purchased it from the vender
  • ଦେ. ବି. (କଚିରିଆ ଭାଷା) — [ଦ୍ର—ଏ ଶବ୍ଦ କବାଲାରେ ବ୍ଯବହୃତ ହୁଏ, ଯଥା—ଏ ସମ୍ପତ୍ତିରେ ତୁମ୍ଭେ ମୁସ୍ତରୀ କ୍ରୟଭୋଗେ ଦଖଲକାର ହେବ।]